Meaning : ମୁଣ୍ଡକୁ ଆଘାତରୁ ରକ୍ଷା କରିବା ପାଇଁ ପିନ୍ଧା ଯାଉଥିବା ଧାତୁ ତିଆରି ଏକ ମଝବୁତ ଟୋପି
Example :
ମୋଟର ସାଇକେଲ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି
Synonyms : ହେଲମେଟ୍
Translation in other languages :
सिर को चोट लगने से बचाने के लिए पहना जाने वाला एक धातु का बना मज़बूत टोप।
मोटर-सायकल चलाने वालों के लिए हेलमेट पहनना अनिवार्य कर दिया गया है।Armor plate that protects the head.
helmetMeaning : ଲଢ଼େଇ ସମୟରେ ଯୋଦ୍ଧାମାନେ ପିନ୍ଧୁଥିବା ଲୁହାର ଟୋପି
Example :
ସଂଗ୍ରାହଳାୟରେ ପ୍ରାଚୀନ କାଳର ରାଜାମାନଙ୍କର ବିଭିନ୍ନପ୍ରକାରର ଶିରସ୍ତ୍ରାଣ ରଖାଯାଇଛି
Translation in other languages :
Armor plate that protects the head.
helmet