Subscribe
URL of the page has been copied to clipboard.
Meaning : ଯେଉଁ ଶିଙ୍ଗ ନଳୀରେ ବୈଦ୍ୟ ଶରୀରର ଦୂଷିତ ରକ୍ତ ବା ପୁଜ ଟାଣି ବାହାର କରନ୍ତି
Example : ବୈଦ୍ୟ ଶିଙ୍ଗନଳୀରେ ଘାଆରୁ ପୁଜ ବାହାର କରୁଛି
Synonyms : ଶିଙ୍ଘନଳୀ
Translation in other languages :हिन्दी
सींग की वह नली जिससे जर्राह शरीर का दूषित रक्त या मवाद चूसकर निकालते हैं।
Install App