Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଶିଖୀ from ଓଡ଼ିଆ dictionary with examples, synonyms and antonyms.

ଶିଖୀ   ବିଶେଷ୍ୟ

Meaning : ଅତ୍ୟନ୍ତ ସୁନ୍ଦର ଏକ ବଡ଼ ପକ୍ଷୀ ଯାହାର ପକ୍ଷ ଓ ପୁଚ୍ଛ ଲମ୍ବା ହୋଇଥାଏ

Example : ମୟୂର ଭାରତର ରାଷ୍ଟ୍ରୀୟ ପକ୍ଷୀ

Synonyms : କଳାପୀ, କେକୀ, ବରହୀ, ମୟୂର, ଶିଖଣ୍ଡିନୀ


Translation in other languages :

Male peafowl. Having a crested head and very large fanlike tail marked with iridescent eyes or spots.

peacock

Meaning : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ

Example : ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ

Synonyms : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶୈଳ, ସ୍ଥାବର


Translation in other languages :

A land mass that projects well above its surroundings. Higher than a hill.

mount, mountain