Meaning : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
Example :
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
Synonyms : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ମହୀଧର, ଶିଖୀ, ଶୈଳ, ସ୍ଥାବର
Translation in other languages :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।