Subscribe
URL of the page has been copied to clipboard.
Meaning : ରାମାୟଣରେ ବର୍ଣ୍ଣନା କରାଯାଇଥିବା ଗୋଟିଏ ପୌରାଣିକ ଗଦା
Example : ବିଶ୍ୱାମିତ୍ର ରାମଙ୍କୁ ଶିଖରାଗଦା ପ୍ରଦାନ କରିଥିଲେ
Synonyms : ଶିଖରା, ଶିଖରାଗଦା
Translation in other languages :हिन्दी
एक पौराणिक गदा जिसका वर्णन रामायण में है।
Meaning : ଆକାରରେ ଛୋଟ ହୋଇଥିବା ପର୍ବତ
Example : ଦୌଡ଼ାଳି ଦୌଡ଼ୁଦୌଡ଼ୁ ପାହାଡ଼ ଉପରେ ଚଢ଼ିଗଲା
Synonyms : ଛୋଟ ପର୍ବତ, ପାହାଡ଼, ମୁଣ୍ଡିଆ
Translation in other languages :हिन्दी English
वह पर्वत जो आकार में छोटा हो।
A local and well-defined elevation of the land.
Install App