Meaning : ବିଦ୍ୟାଳୟରେ ଛାତ୍ରମାନଙ୍କୁ ପଢ଼ାଉଥିବା ମହିଳା ବା ଅଧ୍ୟାପିକା
Example :
ଏହି ବିଦ୍ୟାଳୟରେ ଦୁଇଜଣ ଅଧ୍ୟାପିକା ପଢ଼ାନ୍ତି
Synonyms : ଅଧ୍ୟାପିକା, ଶିକ୍ଷିକା
Translation in other languages :
A woman schoolteacher (especially one regarded as strict).
mistress, schoolma'am, schoolmarm, schoolmistress