Meaning : ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
Example :
ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
Synonyms : ଉପଦେଶ
Translation in other languages :
Meaning : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
Example :
ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
Translation in other languages :
An ability that has been acquired by training.
accomplishment, acquirement, acquisition, attainment, skillMeaning : ଶିକ୍ଷା ଦେବା ପଢ଼ାଇବା କାର୍ଯ୍ୟ
Example :
ଏହି ବିଦ୍ୟାଳୟରେ ଜୁଲାଇ ଏକ ତାରିଖରୁ ପଢ଼ାପଢ଼ି ଆରମ୍ଭ ହୋଇଯିବ
Synonyms : ଅଧ୍ୟାପନା, ପଢ଼ା, ପଢ଼ାପଢ଼ି, ଶିକ୍ଷଣ
Translation in other languages :
शिक्षा देने का कार्य या पढ़ाने का कार्य।
इस विद्यालय में पहली जुलाई से शिक्षण शुरु हो जाएगा।The profession of teaching (especially at a school or college or university).
education