Meaning : ଶିକ୍ଷା ଦେବାବାଲା ବା ଯେଉଁଥିରୁ ଶିକ୍ଷା ମିଳେ
Example :
ମୁଁ ଆଜି ଗୋଟିଏ ଶିକ୍ଷଣୀୟ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲି
Synonyms : ଶିକ୍ଷାତ୍ମକ, ଶୈକ୍ଷିକ
Translation in other languages :
शिक्षा देनेवाला या जिससे शिक्षा मिले।
आज मैं एक शैक्षिक फिल्म देखने गया था।