Meaning : ମଣିଷ ଭଳି କଥାବାର୍ତ୍ତା କରିପାରୁଥିବା କଳା ରଙ୍ଗର ଏକ ଏସୀୟ ପକ୍ଷୀ
Example :
ଶାରୀକୁ ଲୋକମାନେ ନିଜ ଘରେ ପାଳନ୍ତି
Synonyms : ମଇନା
Translation in other languages :
Meaning : ଛୋଟିଆ ଗାୟକ ପକ୍ଷୀ
Example :
ଶାରୀ ଛୋଟଛୋଟ ଉଡ଼ନ୍ତା ପୋକଯୋକ ଖାଉଛି
Translation in other languages :
Any of a large group of small songbirds that feed on insects taken on the wing.
flycatcher, old world flycatcher, true flycatcherMeaning : ଗାୟନ କରୁଥିବା ଏକ ପ୍ରକାର ପକ୍ଷୀ
Example :
ସକାଳୁ ଶାରୀର ସୁମଧୁର କଣ୍ଠ ଶୁଣି ମୋ ନିଦ ଭାଙ୍ଗି ଗଲା
Translation in other languages :