Subscribe
URL of the page has been copied to clipboard.
Meaning : କୌଣସି ପଶୁର ଛୁଆ
Example : ଯେ କୌଣସି ପଶୁଶାବକ ବହୁତ ସୁନ୍ଦର ହୋଇଥାଏ
Synonyms : ପଶୁଛୁଆ, ପଶୁଶାବକ
Translation in other languages :हिन्दी English
किसी पशु का बच्चा।
Any immature animal.
Meaning : ବିଶେଷକରି ସାପ ବା ପକ୍ଷୀମାନଙ୍କ ଭଳି ପ୍ରାଣୀମାନଙ୍କର ଛୋଟ ପିଲା
Example : ପକ୍ଷୀଟି ନିଜ ଶାବକକୁ ଦାନା ଖୁଆଉଛି
किसी जानवर का छोटा बच्चा, विशेषकर साँप या पक्षी का।
Install App