Meaning : ଭୂଇଁରେ ମାଡ଼ୁଥିବା ଲତା ଯେଉଁଥିରେ ମିଠା କନ୍ଦ ଫଳେ
Example :
ବିଲରେ କୃଷକ ଶାକରକନ୍ଦ ଉପରେ କୀଟନାଶକ ଔଷଧ ଛିଞ୍ଚୁଛି
Synonyms : ଚିନି ଆଳୁ
Translation in other languages :
Pantropical vine widely cultivated in several varieties for its large sweet tuberous root with orange flesh.
ipomoea batatas, sweet potato, sweet potato vine