Meaning : ଶହେ ବର୍ଷର ଆୟୁ ବା ଗଣନାରେ ଶହେତମ ସ୍ଥାନରେ ଆସୁଥିବା ବର୍ଷ
Example :
ମୋର ଜେଜେମାଙ୍କୁ ଏବେ ଶହେ ପୁରିଲା
Translation in other languages :
+ गणना में सौ के स्थान पर आने वाला साल।
मेरी दादी का अब सौवाँ शुरू हुआ है।A period of time occupying a regular part of a calendar year that is used for some particular activity.
A school year.Meaning : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ
Example :
ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି
Synonyms : ଶତକ
Translation in other languages :