Meaning : ଯେଉଁ ବ୍ୟକ୍ତି ଖେତରୁ ଶସ୍ୟ ଗୋଟାଇ ଜୀବନ ନିର୍ବାହ କରେ
Example :
ଶସ୍ୟ ଗୋଟାଳି ବୁଲିବୁଲି ଖେତରେ ପଡ଼ିଥିବା ଶସ୍ୟ ଗୋଟାଉଛି
Synonyms : ଶସ୍ୟ ସାଉଁଟାଳି
Translation in other languages :
Someone who picks up grain left in the field by the harvesters.
gleaner