Subscribe
URL of the page has been copied to clipboard.
Meaning : ଯାହାର କୌଣସି ଶତ୍ରୁ ନାହିଁ
Example : ଶତ୍ରୁହୀନ ରାଜା ଅନେକ ବର୍ଷ ପର୍ଯ୍ୟନ୍ତ ରାଜଭୋଗ କରନ୍ତି
Synonyms : ଅଜାତଶତ୍ରୁ
Translation in other languages :हिन्दी
जिसका कोई शत्रु न हो।
Meaning : ଯେ ଶତ୍ରୁ ନୁହେଁ
Example : ଶତ୍ରୁହୀନ ରାଜାଙ୍କ ରାଜ୍ୟରେ ପ୍ରଜା ସୁଖୀ ଓ ସମ୍ପନ୍ନ ଥାନ୍ତି
जो शत्रु न हो।
Meaning : ଯାହାର କୌଣସି ଶତ୍ରୁ ନାହାନ୍ତି
Example : ସେ ଶତ୍ରୁହୀନ ବ୍ୟକ୍ତି
Synonyms : ଅଜାତଶତ୍ରୁ, ଶତ୍ରୁବିହୀନ
Install App