Subscribe
URL of the page has been copied to clipboard.
Meaning : ଯାହା ସହିତ ଶତ୍ରୁତା ଅଛି
Example : ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ
Synonyms : ଅରି, ବଇରୀ
Translation in other languages :हिन्दी English
वह जिससे शत्रुता या वैर हो।
Any hostile group of people.
Meaning : ମହିଳା ଶତ୍ରୁ
Example : ମୁଁ ତୁମର ବାନ୍ଧବୀ,ଶତ୍ରୁ ନୁହେଁ
Translation in other languages :हिन्दी
महिला शत्रु।
Install App