Meaning : ଲଢ଼ିକରି ମରିବା
Example :
ରାଣୀ ଲକ୍ଷ୍ମୀବାଈ ୧୮୫୭ ମସିହା ସଂଗ୍ରାମରେ ଝାସଦେଲେ
Synonyms : ଝାସଦେବା, ଯୁଦ୍ଧକରିବା
Translation in other languages :
Meaning : ସବୁବେଳେ ଲଢ଼େଇ ବା ବିରୋଧ କରିବା
Example :
ଶ୍ୟମ ସମସ୍ତଙ୍କ ସାମ୍ନାରେ ମୋ ସହିତ ପ୍ରତିଦ୍ୱନ୍ଦିତା କଲା, ଏବେ ମୁଁ ତାକୁ ଛାଡ଼ିବି ନାହିଁ
Synonyms : ପ୍ରତିଦ୍ୱନ୍ଦିତା କରିବା
Translation in other languages :
बराबर वालों से लड़ाई या विरोध करना।
श्याम मुझसे हमेशा प्रतिद्वंद्विता करता है।