Subscribe
URL of the page has been copied to clipboard.
Meaning : କଳା ରଙ୍ଗର ଏକ ଧାତୁ ଯେଉଁଥିରେ ବାସନକୁସନ, ହତିଆର, ଯନ୍ତ୍ରଆଦି ତିଆରି ହୁଏ
Example : ଲୁହା ମଣିଷମାନଙ୍କପାଇଁ ବହୁତ ଉପଯୋଗୀ
Synonyms : ଲୁହା
Translation in other languages :हिन्दी
काले रंग की एक धात्विक तत्व जिससे बर्तन, हथियार, यंत्र आदि बनते हैं।
Meaning : ଏକ ରାସାୟନିକ ତତ୍ତ୍ୱ
Example : ଲୌହର ପରମାଣୁ ସଂଖ୍ୟା ୨୬
Synonyms : ଲୌହ ତତ୍ତ୍ୱ
Meaning : ଲୁହାସହିତ ସମ୍ବନ୍ଧିତ
Example : କମାର ଏକ ଲୌହ ଅସ୍ତ୍ର ତିଆରି କରୁଛି
लोहे का या लोहे से संबंधित।
Install App