Meaning : ଭାରତର ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲା
Example :
ଲୋହିତ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ତେଜୂ ସହରରେ ଅବସ୍ଥିତ
Synonyms : ଲୋହିତ ଜିଲ୍ଲା
Translation in other languages :
भारत के अरुणाचल प्रदेश राज्य का एक जिला।
लोहित जिले का मुख्यालय तेजू शहर में है।A region marked off for administrative or other purposes.
district, dominion, territorial dominion, territoryMeaning : ଅରୁଣାଚଳ ପ୍ରଦେଶର ଏକ ନଦୀ
Example :
ଲୋହିତ ନଦୀ ଲୋହିତ ଜିଲ୍ଲାଦେଇ ପ୍ରବାହିତ ହେଉଛି
Synonyms : ଲୋହିତ ନଦୀ
Translation in other languages :
Meaning : ଯାହା ରକ୍ତ ବର୍ଣ୍ଣର
Example :
ରାମ ହାତରେ ନାଲି ରୁମାଲ ଥିଲା
Synonyms : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ରକ୍ତାଭ, ଲାଲ
Translation in other languages :
Meaning : ଲାଲ କରାଯାଇଥିବା
Example :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
Synonyms : ଅରୁଣିତ, ରକ୍ତାଭ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ
Translation in other languages :
Meaning : ଲହୁ ବା ରକ୍ତ ରଙ୍ଗର
Example :
ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
Synonyms : ରକ୍ତବର୍ଣ୍ଣ, ରକ୍ତାଭ, ରକ୍ତିମ
Translation in other languages :