Subscribe
URL of the page has been copied to clipboard.
Meaning : ଜଣେ ଋଷି
Example : ପୁରାଣରେ ଲୋମଶ ଋଷିଙ୍କ ଉଲ୍ଲେଖ ଦେଖିବାକୁ ମିଳେ
Synonyms : ଲୋମଶ ଋଷି
Translation in other languages :हिन्दी English
एक ऋषि।
A mentor in spiritual and philosophical topics who is renowned for profound wisdom.
Meaning : ଲୋମରେ ଭରା ବା ଯେଉଁଥିରେ ଲୋମ ଅଛି
Example : ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଲୋମଯୁକ୍ତ ବସ୍ତ୍ର ପିନ୍ଧିଥିଲା
Synonyms : ଲୋମଯୁକ୍ତ
जिस पर रोम या रोएँ हों।
Covered with fine soft hairs or down.
Meaning : ଅଧିକ ଏବଂ ବଡ଼ ଲୋମବାଲା
Example : ଲୋମଶ ଜନ୍ତୁମାନଙ୍କୁ ତାଙ୍କର ଲୋମପାଇଁ ପାଳନ କରାଯାଏ
अधिक और बड़े रोएँ वाला।
Having or covered with hair.
Install App