Meaning : ପୂର୍ଣ୍ଣରୂପେ ମୋହିତ ହୋଇଯିବା
Example :
କୃଷ୍ଣଙ୍କ ବଂଶୀଧ୍ୱନୀ ଶୁଣି ଗୋକୁଳବାସୀ ଲୁବ୍ଧ ହେଉଥିଲେ
Synonyms : ପ୍ରଲୁବ୍ଧହେବା, ଲୁବ୍ଧ ହେଉଥିଲେ, ଲୁବ୍ଧହେବା
Translation in other languages :
Arouse unreasoning love or passion in and cause to behave in an irrational way.
His new car has infatuated him.Meaning : ଲୋଭରେ ପ୍ରବୃତ୍ତ ହେବା
Example :
ଜମିଦାରଙ୍କ ଧନସମ୍ପତ୍ତି ଦେଖି ତାର ମନ ଲୋଭେଇଲା
Synonyms : ଚହଲିବା, ଲୋଭାନ୍ୱିତ ହେବା
Translation in other languages :