Meaning : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
Example :
ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
Translation in other languages :
Meaning : ଲୋଚାକୋଚା ହେବା ଅବସ୍ଥା
Example :
ଲୁଗାର ଲୋଚାକୋଚା ଅବସ୍ଥା ଦେଖି ତାକୁ ବହୁତ ରାଗ ମାଡିଲା
Synonyms : ଲୋଚାକୋଚା ଅବସ୍ଥା, ଲୋଚାଣ
Translation in other languages :
The way something is with respect to its main attributes.
The current state of knowledge.