Meaning : କୌଣସି ଜିନିଷ(ବିଶେଷକରି ଲୁଗା) ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଖରାପ ହୋଇଯିବା
Example :
ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଏହି ଲୁଗା ଲୋଚାକୋଚା ହୋଇଯାଇଛି
Translation in other languages :
किसी चीज का (विशेषकर कपड़ा) अत्यधिक उलटे-पुलटे जाने के कारण खराब हो जाना।
अत्यधिक उलटने-पुलटने के कारण यह कपड़ा गिंज गया है।Meaning : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
Example :
ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
Synonyms : ବଙ୍କାହେବା, ମୋଡ଼ି ହେବା, ସଙ୍କୁଚିତ ହେବା, ସାଙ୍କୁଡ଼ିଯିବା
Translation in other languages :
Meaning : ଦୁଇ ପରସ୍ତ ହେବା
Example :
ସେ ହସି ହସି ଲୋଚାକୋଚା ହୋଇଗଲେ
Synonyms : ଆକେତା ହେବା, ଦିଭାଙ୍ଗ ହେବା, ବେଦମ ହେବା, ଭାଙ୍ଗି ପଡିବା
Translation in other languages :