Meaning : ଯେଉଁ ନୃତ୍ୟ ବା ନାଚ ଗାଁ ଗଣ୍ଡାରେ ହୁଏ
Example :
ବିଦ୍ୟାଳୟର ବାର୍ଷିକ ସମାରୋହରେ ପିଲାମାନେ ନାନା ରକମର ଲୋକନୃତ୍ୟ ପ୍ରସ୍ତୁତ କଲେ
Synonyms : ଲୋକନାଚ
Translation in other languages :
A style of dancing that originated among ordinary people (not in the royal courts).
folk dance, folk dancing