Meaning : ଜନସାଧାରଣ ବିଶେଷତଃ ଗ୍ରାମ ଲୋକମାନଙ୍କରେ ପ୍ରଚଳିତ ଗଳ୍ପ ବା କାହାଣୀ
Example :
ପିଲାଦିନେ ଆଈଠାରୁ ଲୋକକଥା ଶୁଣିବାପାଇଁ ମୁଁ ସବୁବେଳେ ଜିଦ୍ କରୁଥିଲି
Synonyms : ଲୋକଗଳ୍ପ
Translation in other languages :
Meaning : ଏଭଳି କଥା ଯାହା ଲୋକେ ପରଂପରା ଅନୁସାରେ ଶୁଣି ଆସୁଛନ୍ତି କିନ୍ତୁ ଯାହାର ସଠିକ ପ୍ରମାଣ ନାହିଁ
Example :
ଏହି ମନ୍ଦିର ସର୍ମ୍ପକରେ ଅନେକ କିମ୍ବଦନ୍ତୀ ପ୍ରଚଳିତ
Synonyms : କିମ୍ବଦନ୍ତୀ
Translation in other languages :
Meaning : ଯାହା ଲୋକରେ ପ୍ରଚଳିତ
Example :
ମୋହନ ଲୋକକାହାଣୀ ବହୁତ ଧ୍ୟାନ ଦେଇ ଶୁଣେ
Synonyms : ଲୋକ ପ୍ରଚଳିତ କାହାଣୀ, ଲୋକକାହାଣୀ
Translation in other languages :
Widely known and esteemed.
A famous actor.