Meaning : ଗାଁ ଗଣ୍ଡାଗୁଡ଼ିକରେ କୌଣସି ଜନ ସମାଜରେ ପରମ୍ପରାଗତଭାବେ ପ୍ରଚଳିତ ସଙ୍ଗୀତ
Example :
ଆଜି ଆମ ଗାଁରେ ଲୋକ ସଙ୍ଗୀତ ଆୟୋଜନ କରାଯାଇଛି
Synonyms : ଲୋକ ସଂଗୀତ
Translation in other languages :
The traditional and typically anonymous music that is an expression of the life of people in a community.
ethnic music, folk, folk music