Meaning : ଏକ ଛୋଟ ବୃକ୍ଷ ଯାହାର ଖଟା ଗୋଲ ଫଳ ଥାଏ
Example :
ଆମର ଘର ପଛପଟେ ଲଗା ହୋଇଥିବା ଲେମ୍ବୁ ଏବେ ଫଳୁଛି
Translation in other languages :
A small evergreen tree that originated in Asia but is widely cultivated for its fruit.
citrus limon, lemon, lemon treeMeaning : ଏକ ଗୋଲ, ଖଟା, ଓ ରସଯୁକ୍ତ ଫଳ
Example :
ଲେମ୍ବୁରେ ଭିଟାମିନ୍ ସିର ମାତ୍ରା ଅଧିକ
Translation in other languages :
Yellow oval fruit with juicy acidic flesh.
lemon