Meaning : କିଛି ତରଳ ପଦାର୍ଥକୁ କୌଣସି ବସ୍ତୁ ଉପରେ ଏପରି ଲଗାଇବା ଯାହା ତା ଉପରେ ଲାଗିରହିବ
Example :
ଦିପାବଳୀ ସମୟରେ ଘରକୁ ରଙ୍ଗରେ ଲିପାଯାଇଥାଏ
Translation in other languages :
कोई घोल किसी वस्तु पर इस प्रकार लगाना कि वह उस पर बैठ या जम जाए।
दिवाली के समय घर को रंगों आदि से पोतते हैं।Meaning : କୌଣସି ଆର୍ଦ୍ର ପଦାର୍ଥର ପତଳା ଲେପ ଦେବା
Example :
ଖଳାଟି ଗୋବରରେ ଲିପା ଯାଇଛି
Translation in other languages :
Meaning : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
Example :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
Synonyms : ଲଗେଇବା
Translation in other languages :