Meaning : ଘାଆ ଉପରେ ଲଗା ଯାଉଥିବା ଏକ ଗାଢ଼ା ମଲମ ଯାହା ରାସାୟନିକ ଆଧାରରେ ପ୍ରସ୍ତୁତ କରାଯାଇଥାଏ
Example :
ଚିକିତ୍ସକ ଘାଆ ଉପରେ ମଲମ ଲଗାଇ ପଟି ବାନ୍ଧି ଦେଲେ
Synonyms : ଅଏଣ୍ଟମେଣ୍ଟ, ମଇଲମ, ମଲମ
Translation in other languages :
Meaning : କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
Example :
କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
Synonyms : ପ୍ରଲେପ
Translation in other languages :
Meaning : ବଥ ଆଦିକୁ ପଚାଇବା ପାଇଁ ଅଳସୀ,ରେଡୀ ଆଦିର ଯେଉଁ ମୋଟା ଲେପ ତା ଉପରେ ଲଗାଇ ବନ୍ଧା ଯାଏ
Example :
ସେ ବଥକୁ ପଚାଇବାପାଇଁ ତା ଉପରେ ଅଳସୀର ଲେପ ବାନ୍ଧିଲେ
Translation in other languages :
फोड़े आदि पकाने के लिए उनपर लगाकर बाँधा जानेवाला अलसी, रेड़ आदि का मोटा लेप।
उसने फोड़े को पकाने के लिए उस पर अलसी की पुलटिस बाँधी।Meaning : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
Example :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
Translation in other languages :
The application of a thin coat of metal (as by electrolysis).
plating