Meaning : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
Example :
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
Synonyms : ରଚନା କରିବା, ସୃଷ୍ଟି କରିବା
Translation in other languages :
Meaning : କଂପ୍ୟୁଟରରେ ଡାଟା ଲିପିବଦ୍ଧ କରିବା ବା ଲେଖିବା
Example :
ଦୀପକ କିଛି ପ୍ରୋଗ୍ରାମ ଲେଖୁଛି
Synonyms : ଲିପିବଦ୍ଧ କରିବା
Translation in other languages :
Meaning : ଖାତା, କାଗଜ ଆଦିରେ ଲେଖିବା
Example :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
Synonyms : ଚଢ଼ାଇବା
Translation in other languages :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerMeaning : ଲେଖାଦ୍ୱାରା ବ୍ୟକ୍ତ ବା ପ୍ରକଟ କରିବା
Example :
ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ
Synonyms : ଚିଠି ଲେଖିବା, ପତ୍ର ପ୍ରେରଣ କରିବା, ବାର୍ତ୍ତାପ୍ରେରଣ କରିବା
Translation in other languages :
Meaning : ଅକ୍ଷର ଆଦିର ଆକୃତି ତିଆରିକରିବା
Example :
ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି
Synonyms : ଲିଖନ କରିବା, ଲିପିବଦ୍ଧକରିବା
Translation in other languages :
अक्षरों आदि की आकृति बनाना।
बच्चा क,ख,ग,घ लिख रहा है।Mark or trace on a surface.
The artist wrote Chinese characters on a big piece of white paper.