Meaning : ଲେଖାଇବା କାମ
Example :
ଗୁରୁଜୀ ପିଲାଙ୍କୁ ବର୍ଣ୍ଣବୋଧ ଲେଖାଇବା ପରେ ବର୍ତ୍ତମାନ ପଣିକିଆ ଲେଖାଉଛନ୍ତି
Translation in other languages :
Meaning : ଅନ୍ୟ କାହାଦ୍ୱାରା ଲେଖିବାକାମ କରାଇବା
Example :
ମାଆ ପିଲାଟିଦ୍ୱାରା ଚିଠି ଲେଖାଉଛନ୍ତି
Synonyms : ଲିଖନ କରାଇବା, ଲିପିବଦ୍ଧ କରାଇବା
Translation in other languages :