Meaning : କାଳି ସହାଯ୍ୟରେ କାଗଜଆଦି ଉପରେ ଲେଖିବାର ଉପକରଣ
Example :
ଏହି କଲମ କେହି ଜଣେ ମୋତେ ଉପହାର ଭାବେ ପ୍ରଦାନ କରିଛି
Translation in other languages :
A writing implement with a point from which ink flows.
penMeaning : ଏକ ପ୍ରକାରର ଲୁହା କଲମ
Example :
ଲେଖନୀରେ ତାଳପତ୍ର ଉପରେ ଲେଖନ୍ତି
Translation in other languages :