Meaning : ଯେଉଁ ବ୍ୟକ୍ତି କିଛି ଲେଖିବାରେ ସମର୍ଥ ବା ଯେ କିଛି ଲେଖିଛି
Example :
ଏହି ଗବେଷଣା ନିବନ୍ଧର ଲେଖକଙ୍କୁ ପୁରସ୍କାର ଦିଆ ଯାଇଛି
Translation in other languages :
A person who is able to write and has written something.
writerMeaning : ଯେ କାହାଣୀ ବା ଲେଖା ରଚନା କରନ୍ତି
Example :
ପ୍ରେମଚାନ୍ଦ ଜଣେ ପ୍ରସିଦ୍ଧ ଲେଖକ ଥିଲେ
Synonyms : ସାହିତ୍ୟକାର, ସାହିତ୍ୟିକ
Translation in other languages :