Meaning : ଫେରିବାର ଅବସ୍ଥା ବା ଭାବ
Example :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
Synonyms : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟା, ଲେଉଟାଣ
Meaning : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା
Example :
ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?
Synonyms : ପ୍ରତି ଗମନ, ପ୍ରତ୍ୟାବର୍ତ୍ତନ, ଫେରିବା
Translation in other languages :