Meaning : ଫେରିବାର ଅବସ୍ଥା ବା ଭାବ
Example :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
Synonyms : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟାଣ, ଲେଉଟାଣି
Meaning : ଫେରାଇବା ବା ଫେରିବା, ଲେଉଟାଇବା ବା ଲେଉଟା ବା ବଦଳା ହୋଇଥିବା
Example :
ତୁମେ ଲେଉଟା ବସ୍ତୁ ଗୁଡ଼ିକ ଘରେ ପହଞ୍ଚାଇ ଆସ
Synonyms : ଅପବର୍ତ୍ତିତ
Translation in other languages :