Meaning : ଆଉଥରେ ବା ଦ୍ୱିତୀୟଥର ଆସିବାର ପ୍ରକ୍ରିୟା
Example :
ଅତିଥିଙ୍କ ଲେଉଟଣ ଫଳରେ ଗୃହ ସଦସ୍ୟମାନଙ୍କ ମନ ମରିଗଲା
Synonyms : ପୁନରାଗମନ, ପ୍ରତ୍ୟାବର୍ତ୍ତନ
Translation in other languages :
फिर से आने या दोबारा आने की क्रिया।
अतिथि के पुनरागमन से गृह सदस्यों का मुँह लटक गया।Meaning : ଫେରିବାର ଅବସ୍ଥା ବା ଭାବ
Example :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
Synonyms : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟା, ଲେଉଟାଣ, ଲେଉଟାଣି