Meaning : ଏଭଳି କାମ କରିବା ଯେଉଁଥିରେ କାହାରି ମନରେ ଲୋଭ ଉତ୍ପନ୍ନ ହେବ
Example :
ଅପରାଧୀ ପୋଲିସକୁ ବହୁତ ଟଙ୍କା ଦେବାକୁ କହି ପ୍ରଲୋଭିତ କଲା
Synonyms : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୋଭ ଦେଖେଇବା
Translation in other languages :
ऐसा काम करना कि किसी के मन में लालच उत्पन्न हो।
अपराधी ने पुलिसवाले को बड़ी रकम देने की बात कहकर ललचाया।Meaning : କାହାକୁ କିଛି ଦେଖେଇ ତାକୁ ପାଇବାପାଇଁ ଅଧୀର କରିବା
Example :
ସାଧାରଣତଃ ବଡ଼ମାନେ ପିଲାମାନଙ୍କୁ ନିଜ ପାଖକୁ ଡାକିବାପାଇଁ ସେମାନଙ୍କୁ ଲୋଭ ଦେଖାଇଥାନ୍ତି
Synonyms : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୋଭ ଦେଖେଇବା
Translation in other languages :
किसी को कुछ दिखाकर उसे उस चीज़ को पाने के लिए अधीर करना।
बड़े अक्सर बच्चों को अपने पास बुलाने के लिए उन्हें ललचाते हैं।