Subscribe
URL of the page has been copied to clipboard.
Meaning : ଲୁଣ ମାରୁଥିବା ବ୍ୟକ୍ତି
Example : ସେ ଲୁଣିଆକୁ ଗୋଟିଏ ବସ୍ତା ଲୁଣ ଆଣିବାକୁ କହିଲା
Translation in other languages :हिन्दी
नमक बनाने वाला व्यक्ति।
Meaning : ଲୁଣ ମିଶା କିମ୍ବା ଲୁଣିଆ ସ୍ୱାଦର
Example : ସମୁଦ୍ରର ପାଣି ଲୁଣିଆ
Synonyms : ଲବଣଯୁକ୍ତ, ଲବଣୀୟ
Translation in other languages :हिन्दी English
नमक मिला हुआ या नमक के स्वादवाला।
Containing salt.
Meaning : ଯେଉଁଥିରେ ଖାର ଅଧିକ
Example : ଚାଷୀ ଖାରିଆ ଜମିରେ ଗୋବର ଖତ ପକାଉଛି
Synonyms : କ୍ଷାରଯୁକ୍ତ, ଖାରି, ଖାରିଆ
जिसमें रेह अधिक हो।
Install App