Subscribe
URL of the page has been copied to clipboard.
Meaning : ଭୟ, ସଙ୍କୋଚ, ଲଜ୍ଜାଆଦି କାରଣରୁ ଲୁଚିବା
Example : ଚୋରି କରିବାପରେ ଶ୍ୟାମ ଘରେ ଲୁଚିଲା
Synonyms : ଅନ୍ତର୍ହିତ ହେବା, ଛପିରହିବା
Translation in other languages :हिन्दी
भय,संकोच,लज्जा आदि के कारण छिपना।
Meaning : ଆଖିରୁ ଅଦୃଶ୍ୟ ହେବା
Example : ସୂର୍ଯ୍ୟ ମେଘ ଭିତରେ ଲୁଚିଗଲା
Synonyms : ଛପିବା
आँखों से ओझल होना।
Meaning : ଦେଖା ନ ଯିବାପାଇଁ ଆବରଣରେ ରହିବା
Example : ବାଘ ବୁଦାରେ ଲୁଚିଗଲା
दिखाई न पड़ने के लिए ओट में होना।
Install App