Meaning : ପିଲାଙ୍କର ଏକ ଖେଳ ଯାହାର ଆରମ୍ଭରେ ଜଣେ ପିଲାର ଆଖି ବନ୍ଦ ହୁଏ ଓ ଏହାପରେ ସେ ଆଖି ଖୋଲି ଲୁଚିଥିବା ଅନ୍ୟ ପିଲାଙ୍କୁ ଖୋଜେ
Example :
ପିଲାମାନେ ଅଗଣାରେ ଲୁଚକାଳି ଖେଳ ଖେଳୁଛନ୍ତି
Synonyms : ଆଇସ୍ ପାଇସ୍
Translation in other languages :
बच्चों का एक खेल जिसके शुरू में एक लड़के की आँख मूँदी रहती है और उसके बाद वह आँख खोलकर बाकी छिपे बच्चों को ढूँढता है।
बच्चे आँगन में आँख मिचौली खेल रहे हैं।A game in which a child covers his eyes while the other players hide then tries to find them.
hide and go seek, hide-and-seekMeaning : ବାଳକମାନଙ୍କର ଲୁଚିବା ଏବଂ ଛୁଇଁବାର ଗୋଟିଏ ଖେଳ
Example :
ଲୁଚକାଳି ଖେଳରେ ଗୋଟିଏ ବାଳକକୁ ଚୋର କରି ତାକୁ କୌଣସି ଗଛର ପତ୍ର ଆଣିବାପାଇଁ ପଠାଯାଏ ଏବଂ ସମସ୍ତେ ଲୁଚି ଯାଆନ୍ତି, ପତ୍ର ଆଣି ଫେରିବା ପରେ ସେହି ବାଳକ ଯାହାକୁ ଛୁଏଁ ତାକୁ ଚୋର କରାଯାଏ
Translation in other languages :
A game enjoyed by children.
child's game