Meaning : କାଗଜ ଉପରେ ଲେଖା ହୋଇଥିବା
Example :
ସେ ବିଚାରପତିଙ୍କ ଆଗରେ କାଗଜ ଲିଖିତ ପ୍ରମାଣ ଦାଖଲ କଲେ
Synonyms : କାଗଜ ଲିଖିତ
Translation in other languages :
Meaning : ଲିପି ରୂପରେ ଅଣାହୋଇଥିବା ବା ଲେଖାହୋଇଥିବା
Example :
ଏହି କଥାକୁ ସ୍ପଷ୍ଟ କରିବାପାଇଁ ମୋ ପାଖରେ ଲିଖିତ ପ୍ରମାଣ ଅଛି
Synonyms : ଲିପିବଦ୍ଧ
Translation in other languages :