Meaning : କିଛି ପାଇବାପାଇଁ ତୀବ୍ର ଏବଂ ଅନୁଚିତ ଇଚ୍ଛା କରିବା
Example :
ସେ ନିଜ ଭାଇର ସମ୍ପତ୍ତିପାଇଁ ଲାଳାୟିତ
Synonyms : ଲଳାୟିତ ହେବା, ଲାଳସା ରଖିବା, ଲୋଭଯୁକ୍ତ ହେବା
Translation in other languages :
कुछ पाने की तीव्र और अनुचित इच्छा करना।
वह अपने भाई की संपत्ति पाने के लिए ललच रहा है।