Subscribe
URL of the page has been copied to clipboard.
Meaning : କାୟସ୍ଥ ଜାତିର ବାଚକ ଶବ୍ଦ
Example : ଆପଣ କଣ ଲାଲା?
Translation in other languages :हिन्दी
कायस्थ जाति का वाचक शब्द।
Meaning : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ
Example : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ
Synonyms : ଗେହ୍ଲାପୁଅ, ଧନ, ସୁନା
बच्चों के लिए प्यार का संबोधन।
Meaning : ବ୍ୟବସାୟୀମାନଙ୍କପାଇଁ ବ୍ୟବହାର କରାଯାଉଥିବା ଏକ ଆଦର ସୂଚକ ସଂବୋଧନ
Example : ଲାଲାଜୀ ଦୋକାନରେ ନଥିଲେ
Synonyms : ଲାଲାଜୀ
वणिकों के लिए एक आदर सूचक संबोधन।
Install App