Subscribe
URL of the page has been copied to clipboard.
Meaning : ଘୋଡ଼ା ଆଦି ଚତୁଷ୍ପଦୀ ପ୍ରାଣୀ ପଛ ଦୁଇଗୋଡ଼ ଉଠାଇ କାହାରିକୁ ମାରିବାର କ୍ରିୟା
Example : ଆଜି ଦୁଧ ଦୁହିଁବା ସମୟରେ ଗାଈ ଗଉଡ଼କୁ ଲାତ ମାରିଲା
Synonyms : ନାତ
Translation in other languages :हिन्दी
घोड़े आदि चौपायों का पिछले दोनों पैर उठाकर किसी को मारने की क्रिया।
Meaning : ପାଦରେ କରାଯାଉଥିବା ଆଘାତ କିମ୍ବା ପ୍ରହାର
Example : ଚୋର ପୋଲିସର ପଦାଘାତରେ ଆହତ ହୋଇ ପଡ଼ିଗଲା
Synonyms : ପଦ ପ୍ରହାର, ପଦାଘାତ
Translation in other languages :हिन्दी English
पैर से किया जाने वाला आघात या प्रहार।
The act of delivering a blow with the foot.
Install App