Subscribe
URL of the page has been copied to clipboard.
Meaning : ଯେଉଁ ଲୋକ ଲାଠି ମାଡ଼ କରେ
Example : ମୁଖିଆ କେତେଜଣ ଲାଠିଆଳଙ୍କୁ ରଖିଛି
Translation in other languages :हिन्दी
वह व्यक्ति जो लठ मारता हो।
Meaning : ଲାଠି ଚାଳନା କରୁଥିବା ଲୋକ
Example : ଜମିଦାର ଲାଠିଚାଳକ ଲୋକମାନଙ୍କୁ ଖଜଣା ଆଦାୟ କରିବାପାଇଁ ପଠାଇଛନ୍ତି
Synonyms : ଠେଙ୍ଗାଚାଳକ, ଠେଙ୍ଗୁଆଳ, ଲାଠିଚାଳକ
लट्ठ मारने वाला।
Install App