Meaning : ଲାଞ୍ଜ ବା ପୁଚ୍ଛଥିବା ପ୍ରାଣୀ
Example :
ଲାଞ୍ଜଯୁକ୍ତ ପଶୁ ମାଛି, ମଶା ଆଦି ଉଡ଼ାଇବାରେ ନିଜ ଲାଞ୍ଜର ବ୍ୟବହାର କରିଥାଏ
Synonyms : ଲାଙ୍ଗୁଡ଼ଥିବା, ଲାଙ୍ଗୁଡ଼ଯୁକ୍ତ, ଲାଙ୍ଗୁଡ଼ା, ଲାଞ୍ଜଥିବା
Translation in other languages :
Having a tail of a specified kind. Often used in combination.
tailedMeaning : ଯାହାର ଲାଞ୍ଜ ଅଛି
Example :
ଗଛରେ ଗୋଟିଏ ଲାଞ୍ଜିଆ ଚଢ଼େଇ ବସିଛି
Synonyms : ପୁଚ୍ଛଯୁକ୍ତ, ଲାଞ୍ଜିଆ
Translation in other languages :
Having a tail of a specified kind. Often used in combination.
tailed