Meaning : କୃଷ୍ଣଙ୍କ ବଡ଼ ଭାଇ ଯିଏ ରୋହିଣୀଙ୍କ ପୁତ୍ର ଥିଲେ
Example :
ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ
Synonyms : କାମପାଳ, ବଳ, ବଳଦେବ, ବଳଭଦ୍ର, ବଳରାମ, ରେବତୀରମଣ, ରେବତୀଶ, ସଂକର୍ଷଣ, ହଳଧର
Translation in other languages :
कृष्ण के बड़े भाई जो रोहिणी के पुत्र थे।
बलराम शेषनाग के अवतार माने जाते हैं।Elder brother of Krishna. An incarnation of Vishnu.
balarama