Meaning : କାମରେ ଆସିବା ବା ଲାଗିବା
Example :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
Synonyms : ଖର୍ଚ୍ଚହେବା, ଦରକାର ହେବା, ବ୍ୟବହାର ହେବା
Translation in other languages :
Meaning : କୌଣସି ଭାବ ବା ଅବସ୍ଥା ଆଦି ଉତ୍ପନ୍ନ ହେବା
Example :
ଆଜିର ହାସ୍ୟ କବି ସମ୍ମିଳନୀରେ ବହୁତ ଖୁସି ଲାଗିଲା
Translation in other languages :
Meaning : କାର୍ଯ୍ୟରତ ରହିବା
Example :
ରଚନା ଦିନଯାକ ମିଠେଇ ତିଆରି କରିବାରେ ଲାଗିଥିଲା
Synonyms : କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଜୁଟିବା
Translation in other languages :
कार्य आदि में रत होना।
रचना दिन भर मिठाई बनाने में लगी रही।Meaning : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
Example :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
Synonyms : ଜାବୁଡ଼ି ଧରିବା, ମିଶିଯିବା, ଯୋଡ଼ିହେବା
Translation in other languages :
Meaning : କୌଣସି ଜିନିଷ ଉପରେ କିଛି ସିଲେଇ କରିବା, ଯୋଡ଼ିବା ବା ମଡ଼ାଇବା
Example :
ସାର୍ଟରେ ବୋତାମ ଲାଗି ଗଲା
Translation in other languages :
Meaning : କାହାକୁ ଠିକ ଜାଗାରେ ପହଞ୍ଚେଇବା
Example :
ଡଙ୍ଗା ନଦୀ କୂଳରେ ଲାଗିଲା
Synonyms : ପହଞ୍ଚିବା
Translation in other languages :
Meaning : କୌଣସି କାମରେ ଲାଗିବା
Example :
ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା
Synonyms : ବ୍ୟସ୍ତରହିବା, ଲାଗିରହିବା
Meaning : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
Example :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
Synonyms : ଅବଗତ ହେବା, ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା
Translation in other languages :
Appear to begin an activity.
He made to speak but said nothing in the end.Meaning : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
Example :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
Synonyms : ଜଣାପଡ଼ିବା, ମାଲୁମ ପଡ଼ିବା
Translation in other languages :
देखकर या अनुमान से कुछ महसूस करना।
मुझे लग रहा है कि अब वह नहीं आएगा।Meaning : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
Example :
ଜିଲାପି ଭଲଭାବେ ବୁଡ଼ିନାହିଁ
Synonyms : ପିଇବା, ବୁଡ଼ିବା, ମିଶିବା, ଶୋଷିବା
Translation in other languages :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।Meaning : ସମ୍ବନ୍ଧ ବା ସଂପର୍କରେ କିଛି ହେବା
Example :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
Synonyms : ସମ୍ପର୍କ ହେବା, ହେବା
Translation in other languages :
Meaning : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
Example :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
Synonyms : ଚଢ଼ିବା
Translation in other languages :
Meaning : ରାନ୍ଧିବାବେଳେ କିଛି ପଦାର୍ଥ ବାସନର ତଳେ ଲାଗିରହିବା
Example :
ତରକାରୀ ଟିକେ ଲାଗିଯାଇଛି
Synonyms : ସାମାନ୍ୟ ପୋଡ଼ିଯିବା
Translation in other languages :