Meaning : ଲାଉକୁ ଖୋଳକରି ତିଆରି କରାଯାଇଥିବା ଏକ ପ୍ରକାର ପାତ୍ର ଯାହାକୁ ସାଧୁମାନେ ଜଳ ପିଇବା ନିମନ୍ତେ ନିଜ ପାଖରେ ରଖିଥାନ୍ତି
Example :
ମହାତ୍ମାଙ୍କ ସେବକ ପାଖ ପୋଖରୀରୁ ଏକ ତୁମ୍ବା ଥଣ୍ଡା ଜଳ ଭରି ଆଣିଲେ
Synonyms : ତୁମ୍ବା ତୁମ୍ବୀ, ଲାଉ ତୁମ୍ବା
Translation in other languages :
An object used as a container (especially for liquids).
vessel