Meaning : କାକୁଡ଼ି ଭଳି ଏକ ଫଳ ଯାହା ତରକାରୀ ହୋଇଥାଏ
Example :
ରାମୁ ଲାଉ ତରକାରୀ ଏବଂ ରୁଟି ତିଆରି କରୁଛି
Translation in other languages :
Meaning : ଗୋଲ ବା ଲମ୍ବା ଫଳ ଫଳୁଥିବା ଏକ ପ୍ରକାର ଲଟା
Example :
ଲାଉଲଟାରେ ବହୁତ ଫଳ ଧରିଛି
Synonyms : ଲାଉଲଟା
Translation in other languages :
Old World climbing plant with hard-shelled bottle-shaped gourds as fruits.
bottle gourd, calabash, lagenaria siceraria