Meaning : କୌଣସି ବିଶେଷ କାମ କରିବାପାଇଁ ବା ନିଜ ପାଖରେ କୌଣସି ବିଶେଷ ବସ୍ତୁ ରଖିବାପାଇଁ ଶାସନଦ୍ୱାରା ପ୍ରଦତ୍ତ ଅଧିକାର ପତ୍ର
Example :
ମହେଶକୁ ଗାଡ଼ି ଚଲେଇବାପାଇଁ ଲାଇସେନ୍ସ୍ ମିଳିଯାଇଛି
Synonyms : ଅନୁମତିପତ୍ର
Translation in other languages :
कोई विशेष काम करने या अपने पास कोई विशेष वस्तु रखने का शासन द्वारा प्रदत्त अधिकार-पत्र।
महेश को गाड़ी चलाने का लाइसेंस मिल गया है।